କନକ ବ୍ୟୁରୋ : ପୁଣି ରାଉରକେଲାରୁ ଆସିଲା ବଡ ଧରଣର ଜିଏସଟି ଠକେଇ ଅଭିଯୋଗ । ଠିକା ଶ୍ରମିକଙ୍କ ନାଁରେ ନକଲି କମ୍ପାନୀ ଖୋଲି ଜାଲ୍ ଆକାଉଂଟ ମାଧ୍ୟମରେ ୧୨ କୋଟି ଟଙ୍କାର ହଡପ ଘଟଣାର ପର୍ଦ୍ଦାଫାସ କରିଛି ଜିଏସଟି ଗୁଇନ୍ଦା ବିଭାଗ । ଏନେଇ ଅଧିକ ତଦନ୍ତ ଜାରି ରଖିଛି ଗୁଇନ୍ଦା ବିଭାଗ ।
ପୂର୍ବରୁ ବି ରାଉରକେଲାରୁ ଏମିତି ଅନେକ ମାମଲା ଧରାପଡିଛି । ଜିଏସଟି ଠକେଇ ଅଭିଯୋଗରେ ସଂପୃକ୍ତ ଠକ ଓ ବ୍ୟବସାୟୀ ଗିରଫ ହୋଇଛନ୍ତି । ଏବେ ସୁଦ୍ଧା ପ୍ରାୟ ୧୫ଶହ କୋଟିରୁ ଅଧିକ ଠକେଇ ଖବର ସାମ୍ନାକୁ ଆସି ସାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/5-23.jpg)