ଚେକ୍ କ୍ଲୋନିଂ କରି ୯କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ମାମଲା । ମଧ୍ୟପ୍ରଦେଶରୁ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ।

Advertisment
ଚେକ୍ କ୍ଲୋନିଂ କରି ୯କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ମାମଲା । ମଧ୍ୟପ୍ରଦେଶରୁ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ।

କନକ ବ୍ୟୁରୋ: ଚେକ୍ କ୍ଲୋନିଂ ନାଁରେ ୯ କୋଟିରୁ ଅଧିକ ଟଙ୍କା ଠକେଇ ମାମଲା । ମଧ୍ୟପ୍ରଦେଶର ମାଓ ପ୍ରବଣ ଅଂଚଳରୁ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଂର ଅର୍ଥନୈତିକ ଅପରାଧ ଶାଖା । ବାରିପଦା ବ୍ୟାଙ୍କ ଅଫ ଇଣ୍ଡିଆ ବ୍ରାଂଚରୁ ଏହି ଲୁଟ୍ ହୋଇଥିଲା । ଚେକ୍ କ୍ଲୋନିଂ କରି ୯ କୋଟି ୫୬ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଅଭିଯୁକ୍ତ । ୩୩ଟି ଆକାଉଂଟକୁ ଏହି ଟଙ୍କା ଟ୍ରାନ୍ସଫର କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe