ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ,କହିଲେ ୭୦ଟି କେନ୍ଦ୍ରରେ ହେବ ମତଗଣନା ।

Advertisment
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ,କହିଲେ ୭୦ଟି କେନ୍ଦ୍ରରେ ହେବ ମତଗଣନା  ।

କନକବ୍ୟୁରୋ:୭୦ଟି କେନ୍ଦ୍ରରେ ମତଗଣନା ଚାଲିବ ।ଏ ନେଇ ପ୍ରେସମିଟ କରି ସୁଚନା ଦେଇଛନ୍ତି ନିର୍ବାଚନ କମିଶନ ପୁରୁଷ ୭୩.୩୭ ପ୍ରତିଶତ ଥିବାବେଳେ ମହିଳା ୭୫.୫୫ ଭୋଟିଂ ରହିଛି । ଚଳିତଥର ନିର୍ବାଚନରେ ଅଧିକ ମହିଳା ଭୋଟିଂ କରିଛନ୍ତି । ଅଢେଇ କୋଟିରୁ ଅଧିକ ଲୋକଙ୍କ ମତଗଣନା ହେବ ।୬୯ଟିରେ ଇଭିଏମ ଓ ୧ଟିରେ ପୋଷ୍ଟାଲ ବାଲାଟ ଗଣତି କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe