କନକ ବ୍ୟୁରୋ: ରାସ୍ତା ଉପରେ ହୁ ହୁ ହୋଇ ଜଳିଗଲା କାର । ସତ୍ୟବାଦୀ ବ୍ଲକ ବୀରଗୋବିନ୍ଦପୁର ନିକଟରେ ବଡ ଅଘଟଣ । ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଲେ କାର୍ ଚାଳକଙ୍କ ସମେତ ୩ଜଣ । ସୂଚନା ଅନୁସାରେ ଗାଡି ଟି ଯାଉଥିବାବେଳେ, ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ କାରରେ ଲାଗିଲା ନିଆଁ । ଫଳରେ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳି ଉଠିଲା କାରଟି । ତୁରନ୍ତ କାର ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଦୁର୍ଘଟଣାରେ ସମସ୍ତ ୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସଭିଁଙ୍କୁ ପୁରୀ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ସତ୍ୟବାଦୀ ବୀରଗୋବିନ୍ଦପୁର ନିକଟରେ ଅଘଟଣ। ରାସ୍ତା ଉପରେ ହୁ ହୁ ହୋଇ ଜଳିଗଲା କାର।
/kanak/media/post_attachments/wp-content/uploads/2023/03/4-5.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)