କନକ ବ୍ୟୁରୋ: ନୂଆପଡା ଖଡିଆଳ ଲଛିପୁରରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରାକ୍ଟର ସହ ପିଟିହେଲା ଦ୍ରୁତଗାମୀ କାର୍ । ଫଳରେ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଛି । ୪ଜଣ ମୃତକ ଖଡିଆଳ ଅଞ୍ଚର ବାସିନ୍ଦା ବୋଲି ଜଣାପଡିଛି ।
ଟ୍ରାକ୍ଟରକୁ ପିଟିଲା କାର । ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ । ନୂଆପଡା ଖଡିଆଳ ଲଛିପୁର ନିକଟରେ ଦୁର୍ଘଟଣା ।
/kanak/media/post_attachments/wp-content/uploads/2024/06/accident.jpg)