ଦୁଇ କାଉଡିଆ, ଜଣେ ବୃଦ୍ଧଙ୍କ ଉପରେ ମାଡିଗଲା ଟ୍ରକ୍ , ଖଲ୍ଲିକୋଟ ଡିମିରିଆ ଛକ ନିକଟରେ ଦୁର୍ଘଟଣା

ଦୁଇ କାଉଡିଆ, ଜଣେ ବୃଦ୍ଧଙ୍କ ଉପରେ ମାଡିଗଲା ଟ୍ରକ୍ , ଖଲ୍ଲିକୋଟ ଡିମିରିଆ ଛକ ନିକଟରେ ଦୁର୍ଘଟଣା

କନକ ବ୍ୟୁରୋ: ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପଥରେ ବଡ ଧରଣର ଦୁର୍ଘଟଣା । ଖଲ୍ଲିକୋଟ ଡିମିରିଆ ଛକ ନିକଟରେ ବଡ ଧରଣର ଦୁର୍ଘଟଣା ହୋଇଛି । ୨ କାଉଡିଆ ଓ ଜଣେ ବୃଦ୍ଧଙ୍କ ଉପରେ ମାଡିଗଲା ଟ୍ରକ୍ । ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ମୃତ ଦୁଇ କାଉଡିଆ ବାଣପୁର ଅଞ୍ଚଳର ପାପୁ ନାହାକ ଓ ରଞ୍ଜି ନାହାକ ହୋଇଥିବାବେଳେ ମୃତ ବୃଦ୍ଧ ଜଣକ ହେଉଛନ୍ତି ଡିମିରିଆ ପଞ୍ଚାୟତ ଡଲିବାଟି ଗାଁର ବନମାଳୀ ପାତ୍ର ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe