କନକ ବ୍ୟୁରୋ: ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପଥରେ ବଡ ଧରଣର ଦୁର୍ଘଟଣା । ଖଲ୍ଲିକୋଟ ଡିମିରିଆ ଛକ ନିକଟରେ ବଡ ଧରଣର ଦୁର୍ଘଟଣା ହୋଇଛି । ୨ କାଉଡିଆ ଓ ଜଣେ ବୃଦ୍ଧଙ୍କ ଉପରେ ମାଡିଗଲା ଟ୍ରକ୍ । ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ମୃତ ଦୁଇ କାଉଡିଆ ବାଣପୁର ଅଞ୍ଚଳର ପାପୁ ନାହାକ ଓ ରଞ୍ଜି ନାହାକ ହୋଇଥିବାବେଳେ ମୃତ ବୃଦ୍ଧ ଜଣକ ହେଉଛନ୍ତି ଡିମିରିଆ ପଞ୍ଚାୟତ ଡଲିବାଟି ଗାଁର ବନମାଳୀ ପାତ୍ର ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/Screen-Shot-2024-08-03-at-8.11.08-AM.png)