ଟ୍ରକକୁ ଧକ୍କା ଦେଲା କାର୍ । ଘଟଣାସ୍ଥଳରେ ଦମ୍ପତ୍ତିଙ୍କ ମୃତ୍ୟୁ । ଯାଜପୁର ପାଣିକୋଇଲି ଛକ ନିକଟରେ ଦୁର୍ଘଟଣା।

258

କନକ ବ୍ୟୁରୋ: ଯାଜପୁର ପାଣିକୋଇଲି ପେଟ୍ରୋଲ ପମ୍ପ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକକୁ ଧକ୍କା ଦେଲା କାର୍। ଫଳରେ ଘଟଣାସ୍ଥଳରେ ଦମ୍ପତ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ୩ଜଣ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନନ୍ତର କରାଯାଇଛିା ମୃତ ଦମ୍ପତ୍ତି ବାଲେଶ୍ବର ସୋର ଅଞ୍ଚଳର ସୁମିତ୍ରା ଜେନା ଓ ବିନୋଦ ଜେନା ବୋଲି ଜଣାପଡିଛିା