କନକ ବ୍ୟୁରୋ: ସାକ୍ଷୀଗୋପାଳ-ଇନ୍ଦିପୁର ମୁଖ୍ୟ ରାସ୍ତାର ଭଣ୍ଡାରୀଦଣ୍ଡା ନିକଟରେ ଦୁର୍ଘଟଣା । ଇଲେକ୍ଟ୍ରି ଖୁଂଟିରେ ପିଟିହୋଇ ଦୁଇ ଜଣଙ୍କ ମୃତୁ ହୋଇଛି । ମୃତ ଯୁବକ ମାନେ ହେଲେ ଇନ୍ଦିପୁର ଅଞ୍ଚଳର ଲିପୁନ ସେନାପତି ଓ ପୁପୁନା ପାଢ଼ୀ । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଯୁବକଙ୍କ ବୟସ ୨୫ରୁ ୩୦ ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି ।
ସାକ୍ଷୀଗୋପାଳ-ଇନ୍ଦିପୁର ମୁଖ୍ୟ ରାସ୍ତାର ଭଣ୍ଡାରୀଦଣ୍ଡା ନିକଟରେ ଦୁର୍ଘଟଣା । ଇଲେକ୍ଟ୍ରି ଖୁଣ୍ଟରେ ପିଟିହୋଇ ଦୁଇ ଜଣଙ୍କ ମୃତ୍ୟୁ । ମିଳିଲା ମୃତକଙ୍କ ପରିଚୟ ।
/kanak/media/post_attachments/wp-content/uploads/2023/12/acc.jpg)