"ନୟାଗଡ : ନୟାଗଡରେ ମର୍ମନ୍ତୁଦ ଦୁର୍ଘଟଣା । ୬ ଜଣଙ୍କ ଉପରେ ମାଡିଗଲା କାର । ଗଣିଆ ତହସିଲ ଅଫିସ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଅଛନ୍ତି ।Advertisment "