କନକ ବ୍ୟୁରୋ: ଲଦ୍ଦାଖରେ ବଡଧରଣର ଦୁର୍ଘଟଣା ଘଟିଛି । ଖାତକୁ ଖସିପଡିଲା ସେନା ଟ୍ରକ । ଦୁର୍ଘଟଣାରେ ୯ ଯବାନ ସହିଦ ହୋଇଛନ୍ତି । ଗୋଟିଏ ଟ୍ରକରେ ୨ ଜୁନିୟର କମିଶନ ଅଫିସର ଏବଂ ୭ ଯବାନ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି । କ୍ୟୁାରି ଅଞ୍ଚଳରେ ଏହି ଘଟଣା ଘଟିଛି ।
ଲଦ୍ଦାଖରେ ବଡ ସଡକ ଦୁର୍ଘଟଣା, ୯ ଯବାନ ସହିଦ
Advertisment
Follow Us