କନକ ବ୍ୟୁରୋ: ଲଦ୍ଦାଖରେ ବଡଧରଣର ଦୁର୍ଘଟଣା ଘଟିଛି । ଖାତକୁ ଖସିପଡିଲା ସେନା ଟ୍ରକ ।  ଦୁର୍ଘଟଣାରେ ୯ ଯବାନ ସହିଦ ହୋଇଛନ୍ତି । ଗୋଟିଏ ଟ୍ରକରେ ୨ ଜୁନିୟର କମିଶନ ଅଫିସର ଏବଂ ୭ ଯବାନ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି । କ୍ୟୁାରି ଅଞ୍ଚଳରେ ଏହି ଘଟଣା ଘଟିଛି ।

Advertisment