ଗଞ୍ଜାମ- ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଦୁର୍ଘଟଣା । ଓଲଟିଲା ନଳକୂପ ଖନନ ଗାଡି,୧୨ ଆହତ,୫ ଜଣଙ୍କ ଅବସ୍ଥା ଗୁରୁତର ।

Advertisment
ଗଞ୍ଜାମ- ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଦୁର୍ଘଟଣା । ଓଲଟିଲା ନଳକୂପ ଖନନ ଗାଡି,୧୨ ଆହତ,୫ ଜଣଙ୍କ ଅବସ୍ଥା ଗୁରୁତର ।

କନକବ୍ୟୁରୋ : ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଦୁର୍ଘଟଣା । ଓଲଟିଲା ନଳକୂପ ଖନନ ଗାଡି । ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଛନ୍ତି । ଏବେ ବି ଜଣେ ଚାପି ହୋଇ ରହଥିବା ଜଣାପଡିଛି । ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ଗଞ୍ଜାମରୁ ଗଜପତି ଫେରୁଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡିଛି ନଳକୂପ ଖନନ ଗାଡି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe