ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା । ଫାୟାର ଷ୍ଟେସନ ଛକ ଓଭରବ୍ରିଜ ଉପରେ ଟ୍ରକକୁ ପିଟିଲା ଟ୍ରକ । ଚାପି ହୋଇ ରହିଛନ୍ତି ଡ୍ରାଇଭର ।

ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା । ଫାୟାର ଷ୍ଟେସନ ଛକ ଓଭରବ୍ରିଜ ଉପରେ ଟ୍ରକକୁ ପିଟିଲା ଟ୍ରକ । ଚାପି ହୋଇ ରହିଛନ୍ତି ଡ୍ରାଇଭର ।

କନକ ବ୍ୟୁରୋ: ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା । ଫାୟାର ଷ୍ଟେସନ ଛକ ଓଭରବ୍ରିଜ ଉପରେ ଟ୍ରକକୁ ପିଟିଲା ଟ୍ରକ । ଗୋଟିଏ ଟ୍ରକୁ ଅନ୍ୟ ଏକ ପିଟିବା ପରେ ଭୟଙ୍କର ଦୁର୍ଘଟଣା । ଟ୍ରକ ତଳେ ଚାପି ହୋଇ ରହିଛନ୍ତି ଡ୍ରାଇଭର । ଦୁର୍ଘଟଣା ପରେ ଚାଲିଛି ଉଦ୍ଧାର କାମ ।

୧୬ ନମ୍ବର ଜାତୀୟ ରାଜପଥର ଫାୟାର ଷ୍ଟେସନ ଛକ ନିକଟସ୍ଥ ଓଭରବ୍ରିଜରେ ଏକ ଟ୍ରେଲର ଖରାପ ହୋଇ ଛିଡ଼ା ହୋଇଥିଲା। ଅପରାହ୍‌ଣ ସମୟରେ ବରମୁଣ୍ଡାରୁ ବାଣିବିହାର ଅଭିମୁଖେ ଲୁହା ପୋଲ ନେଇ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ ଭାରସାମ୍ୟ ହରାଇ ଟ୍ରେଲରକୁ ଧକ୍କା ଦେଇଥିଲା। ଏଥିରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe