କନକ ବ୍ୟୁରୋ: ଘନ କୁହୁଡ଼ି ହେଲା କାଳ । ଟ୍ରକକୁ ପଛପଟୁ ପିଟିଲା ବାଇକ୍ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ଭୋଗରାଇ ବ୍ଲକ କର୍ମଦା ଭଲୁଡ଼ା ଛକରେ ଘଟିଛି ଏହି ଦୁର୍ଘଟଣା । ରାସ୍ତାରେ ଥିବା ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ବାଇକ୍ । ଦୁର୍ଘଟଣାରେ ବସ୍ତା ଅଂଚଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ କର୍ମଦା ପୋଲିସ ପହଂଚି ମୃତଦେହ ଜବତ କରି ହସ୍ପିଟାଲକୁ ପଠାଇଛନ୍ତି ।
ଘନ କୁହୁଡି ହେଉଛି କାଳ । ଟ୍ରକକୁ ପଛପଟୁ ପିଟିଲା ବାଇକ୍ । ଘଟଣାସ୍ଥଳରେ ଚାଲିଗଲା ୨ ଜୀବନ ।
/kanak/media/post_attachments/wp-content/uploads/2024/01/acc-2.jpg)