ପୁରୀ ଶ୍ରୀମନ୍ଦିରରେ ଅଘଟଣ। ଭୋଗମଣ୍ଡପରେ ଭାଙ୍ଗିଲା ଡାଲିହାଣ୍ଡି 

ଆଜି ରତ୍ନଭଣ୍ଡାର ମାମଲାର ଶୁଣାଣି : ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଅଘଟଣ । ଡାଲିହାଣ୍ଡି ଭାଙ୍ଗି ବୋଝିଆ ଆହତ । ଭୋଗ ମଣ୍ଡପରେ ଡାଲିହାଣ୍ଡି ଭାଙ୍ଗିବାରୁ ଅଘଟଣ ଘଟିଛି । ଜଣେ ଆହତ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି । ସମସ୍ତେ ସଦର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe