କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଅଘଟଣ । ଡାଲିହାଣ୍ଡି ଭାଙ୍ଗି ବୋଝିଆ ଆହତ । ଭୋଗ ମଣ୍ଡପରେ ଡାଲିହାଣ୍ଡି ଭାଙ୍ଗିବାରୁ ଅଘଟଣ ଘଟିଛି । ଜଣେ ଆହତ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି । ସମସ୍ତେ ସଦର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ପୁରୀ ଶ୍ରୀମନ୍ଦିରରେ ଅଘଟଣ। ଭୋଗମଣ୍ଡପରେ ଭାଙ୍ଗିଲା ଡାଲିହାଣ୍ଡି
/kanak/media/post_attachments/wp-content/uploads/2023/05/srimandir-puri-750x430-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)