କନକ ବ୍ୟୁରୋ: ଝାରସୁଗୁଡା ଲଖନପୁର ଜୁନିୟନ୍ ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଟ୍ରଲର ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୪ ମୃତ୍ୟୁ ହୋଇଥିବାବେଳେ ୯ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । । ପିକଅପ୍ ଭ୍ୟାନରେ ୧୩ଜଣ ଯାତ୍ରୀ ଥିବା ଜଣାପଡିଛି ।
ଝାରସୁଗୁଡା ଲଖନପୁରଠାରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରଲର ପିକଅପ୍ ଭ୍ୟାନ୍ ଧକ୍କା, ୪ ମୃତ, ୯ ଗୁରୁତର ।
/kanak/media/post_attachments/wp-content/uploads/2024/02/acccc.jpg)