କନକ ବ୍ୟୁରୋ : ଓଡ଼ିଶାର ନିଟ୍, ଆଇ ଆଇ ଟି-ଜେଇଇ ଏବଂ ନାଇଜର ଇନଷ୍ଟିଚୁଟମାନଙ୍କ ମଧ୍ୟରେ ଭୁବନେଶ୍ଵର ଆଚାର୍ଯ୍ୟ ବିହାର ସ୍ଥିତ ଏକାଡେଜ ଏଜୁକେସନ ଇନଷ୍ଟିଚୁଟ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହାର ପରିବେଶ ଛାତ୍ରଛାତ୍ରୀଙ୍କ ନିଟ୍,ଜେଇଇ ଏବଂ ଅନ୍ୟ ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷା ନିମନ୍ତେ ବେଶ୍ ଅନୁକୂଳ । ଏଠାକାର ସ୍ମାର୍ଟ କ୍ଲାସରୁମ୍ ତଥା ଅନୁଭୂତି ସମ୍ପନ୍ନ ଶିକ୍ଷକ ମାନେ ସହ ଅନ୍ୟ ଜାତୀୟ ସ୍ତରୀୟ ପରୀକ୍ଷା ନିମନ୍ତେ ପଥ ପରିଚାୟକ ସାଜିଛନ୍ତି ।

Advertisment

ଏଠାରେ ପ୍ରତି ଛାତ୍ରଛାତ୍ରୀ ମାନଙ୍କର ଉନ୍ନତି କରିବା ନିମନ୍ତେ ସ୍ଵତନ୍ତ୍ର ଧ୍ୟାନ ଦିଆଯିବା ସହ ସେମାନଙ୍କର ଆତ୍ମ ଅଧ୍ୟୟନ ଉପରେ ଗୁରୁତ୍ଵ ଦିଆଯାଇଥାଏ । ଏକାଡେଜ ଇନଷ୍ଟିଚୁଟର ପ୍ରତିଟି କ୍ଲାସରୁମର ଭିଡିଓ ରେକର୍ଡିଙ୍ଗ ଉପଲବ୍ଧ ହୋଇଥାଏ, ଯେଉଁଥିପାଇଁ ପ୍ରତ୍ୟକ ଛାତ୍ରଛାତ୍ରୀଙ୍କୁ ପାଠ୍ୟର ପୁନଃ ଅଧ୍ୟୟନ ନିମନ୍ତେ ସହାୟକ ହୁଏ । ଏଠାରେ ଅନଲାଇନ ଏବଂ ଅଫଲାଇନ କ୍ଲାସର ସୁବିଧା ଥିବା ସହ ହଷ୍ଟେଲର ସୁବିଧା ମଧ୍ୟ ସମସ୍ତ ରାଜ୍ୟ ଏବଂ ରାଜ୍ୟ ବାହାର ପିଲାଙ୍କ ପାଇଁ ଉପଲବ୍ଧ । ଏକାଡେଜରେ ଥିବା ସମସ୍ତ ଓଡ଼ିଶାର ନାମି ଶିକ୍ଷକ ଏବଂ ଏକାଡେଜ ର ନିର୍ମାତା ୨୦୨୩ ର ପ୍ରତିଟି କୃତିତ୍ଵ ଛାତ୍ରଛାତ୍ରୀମାନଙ୍କୁ ସଫଳତାର ଶ୍ରେୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି ।