ଆଜିକାଲିର ପିଲାମାନେ ନିଜର ଷ୍ଟାଟସ ମେଣ୍ଟେନ କରିବା ପାଇଁ ଦାମୀ ଘଣ୍ଟା ପିନ୍ଧିବାକୁ ପସନ୍ଦ କରୁଛନ୍ତି । ସବୁଠାରୁ ମହଙ୍ଗା ଘଣ୍ଟାର କଥା ଉଠିଲେ ଲୋକମାନଙ୍କ ମନକୁ ରୋଲେକ୍ସର ନାଁ ଆସିଥାଏ । ଏହି ଘଣ୍ଟାକୁ କେବଳ କୋଟିପତିମାନେ କିଣି ପିନ୍ଧିବାରେ ସକ୍ଷମ ହୋଇଥାନ୍ତି । ଆପଣଙ୍କ ମନରେ ଏ ପ୍ରଶ୍ନ ନିଶ୍ଚୟ ଆସିଥିବ କି ରୋଲେକ୍ସର ଘଣ୍ଟା ଏତେ ମହଙ୍ଗା କ’ଣ ପାଇଁ ହୋଇଥାଏ ? ରୋଲେକ୍ସ ଘଣ୍ଟାକୁ ଅନ୍ୟ ସାଧାରଣ ଘଣ୍ଟାମାନଙ୍କ ଭଳି ତିଆରି କରାଯାଇ ନଥାଏ । ଏହି ଘଣ୍ଟା ତିଆରି କରିବା ପାଇଁ କମ୍ପାନି ଏକ ରିସର୍ଚ୍ଚ ଏବଂ ଡ଼େଭ୍ଲପ୍ମେଣ୍ଟ ଲ୍ୟାବ୍ ତିଆରି କରିଛି ।
ଏହି ଲ୍ୟାବ୍ରେ ଘଣ୍ଟା ତିଆରି କରାଯିବା ସମୟରେ ଅନେକ ଦିଗ ପ୍ରତି ଧ୍ୟାନ ଦିଆ ଯାଇଥାଏ । ଏହି ଘଣ୍ଟା ତିଆରି କରିବା ପାଇଁ ବ୍ୟବହାର ହେଉଥିବା ଜିନିଷର ଦାମ୍ ମଧ୍ୟ ଖୁବ୍ ଅଧିକ । ଯେଉଁଥି ପାଇଁ ଏହି ଘଣ୍ଟାର ଦାମ୍ ମଧ୍ୟ ବଜାରରେ ଅଧିକ ରହିଛି । ଏଥିରୁ ମିଳୁଥିବା ସୁବିଧା ଏତେ ଯେ ଜଣେ ମନେ ରଖିବାକୁ ଚାହିଁ ବି ରଖି ପାରିବ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/in-defense-of-rolex-watches-1089300-TwoByOne.jpg)
/kanak/media/post_attachments/wp-content/uploads/2018/09/images-20.jpg)