ଫୁଟବଲ୍ ମଇଦାନରେ ଜୁନିୟର ବଚ୍ଚନ । ଏହି ଅବସରରେ ଚେଲସୀ ଫୁଟବଲ କ୍ଲବର ଖେଳାଳୀଙ୍କୁ ଭେଟିଲେ ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ।
ସୂଚନା ମୁତାବକ,ମୁମ୍ବାଇରେ ଏହାର ଟ୍ରେନିଂ ସେସନ୍ ଆରମ୍ଭ ହେବାପରେ ସୁଟିଂ ସେଟରୁ ଫୁରସତ ସମୟ ବାହାର କରି ପହଁଚିଥିଲେ ଅଭିଷେକ । ଖେଳାଳୀଙ୍କ ସହ ବେଶ କିଛି ସମୟ ବିତାଇବା ପରେ ନିଜର ଫୁଟବଲ୍ ପ୍ରତି ଦୁର୍ବଳତା ବିଷୟରେ କହିଥିଲେ । ବେସରକାରୀ ସଙ୍ଗଠନ ମ୍ୟାଜିକ୍ ବସ୍ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ ଶୁଣାଇଥିଲେ ମନକଥା । ଗତ ୯ ବର୍ଷ ହେଲା ଅଭିଷେକ ଓ ଐଶ୍ୱର୍ଯ୍ୟା ମ୍ୟାଜିକ୍ ବସ ସହ ସଂପୃକ୍ତ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/dc-Cover-st7ic3nd5mj11eqa6muum6lv91-20170623234409.Medi_.jpeg)