ବନ୍ଧୁତାରେ ବନ୍ଧା ଆଜାଦ-ଆରାଧ୍ୟା

ବନ୍ଧୁତାରେ ବନ୍ଧା ଆଜାଦ-ଆରାଧ୍ୟା

source-http://media2.intoday.in/indiatoday

source-google

ବଲିଉଡରେ ଦେଖିବାକୁ ମିଳିଛି ନୂଆ ବନ୍ଧୁତା । ଏହି ନୂଆ ବନ୍ଧୁତା ଆରମ୍ଭ ହୋଇଛି ଅଭିନେତା ଆମୀର-କିରଣଙ୍କ ପୁଅ ଆଜାଦ ଓ ଐଶ-ଅଭିଷେକଙ୍କ ଝିଅ ଆରାଧ୍ୟା ମଧ୍ୟରେ। ନିକଟରେ ଯୋଗ ଦେଇଥିବା ଏକ କାର୍ଯ୍ୟକ୍ରମରେ ଆଜାଦ-ଆରାଧ୍ୟ ପରସ୍ପର ଭେଟିବା ସହ ଏକାଠି ବେଶ ସମୟ କାଟିଛନ୍ତି । ଅନ୍ୟପଟେ ଐଶ ଓ କିରଣଙ୍କ ବନ୍ଧୁତାଙ୍କ ଝଲକ ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe