କନକ ବ୍ୟୁରୋ: ଅଲିମ୍ପିକ୍ସ ସଫଳତାରେ ଓଡ଼ିଆ ହାତ। ଭାରତକୁ ସୁଟିଂରେ ଏଯାଏଁ ୩ଟି ପଦକ ମିଳିସାରିଥିବା ବେଳେ ଏଥିରେ ଜଣେ ଓଡ଼ିଆଙ୍କ ପୁଅଙ୍କର ମଧ୍ୟ ଅବଦାନ ରହିଛି। ସେ ହେଉଛନ୍ତି ଅବଦୁଲ ୱାହିଦ। ସେ ଏବେ ଅଲିମ୍ପିକ୍ସରେ ଭାରତୀୟ ସୁଟିଂ ଦଳର ଫିଜିଓ ଭାବେ କାମ କରୁଛନ୍ତି। ଭାରତୀୟ ସୁଟରମାନଙ୍କୁ ଫିଟ୍ ରଖିବା ଦିଗରେ ସେ କାମ କରୁଛନ୍ତି। ଆଗକୁ ମଧ୍ୟ ଭାରତୀୟ ସୁଟିଂ ଟିମ୍ ଆହୁରି ପଦକ ଜିତିବ ବୋଲି ଆଶା ରଖିଛନ୍ତି ଅବଦୁଲ ୱାହିଦ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us