ବିଜେପି ବନିବ ଗୋଆର ଗେମ୍ ଚେଞ୍ଜର? କଡା ଟକ୍କର ପରେ ବି ପଛରେ କଂଗ୍ରେସ , ଦୁଇଟି ସିଟରେ ବାଜି ମାରିନେଲା ‘ଆପ୍’

Advertisment
ବିଜେପି ବନିବ ଗୋଆର ଗେମ୍ ଚେଞ୍ଜର? କଡା ଟକ୍କର ପରେ ବି ପଛରେ କଂଗ୍ରେସ , ଦୁଇଟି ସିଟରେ ବାଜି ମାରିନେଲା ‘ଆପ୍’

image courtesy-w.sundayguardianlive.com

କନକ ବ୍ୟୁରୋ: ଗୋଆରେ ବିଜେପି ସରକାର ଗଢ଼ିବା ବାଟରେ ଆଗେଇ ଚାଲିଛି? ବିଜେପିକୁ ବ୍ୟାକଫୁଟ୍ ଦେବାକୁ ବିରୋଧୀ ଯୋଜନା ପ୍ରସ୍ତୁତ କରିଥିଲେ ବି ଏହାକୁ ଫସର ଫଟାଇ ଦେଇଛି ‘ପଦ୍ମ’ ପାର୍ଟି । ମୋଟ୍ ୪୦ ଆସନ ବିଶିଷ୍ଟ ଗୋଆରେ ବିଜେପି ଏବେ ୧୮ଟି ସିଟରେ ଆଗୁଆ ରହିଛି । ବର୍ତ୍ତମାନର ସମ୍ପୁର୍ଣ୍ଣ ଟ୍ରେଣ୍ଡ କହୁଛି, କଂଗ୍ରେସ ମାତ୍ର ୧୦ଟି ସିଟରେ ଆଗେଇ ଚାଲିଥିବାବେଳେ ଆପ୍ ୨ଟି ଆସନରେ ବିଜୟୀ ହୋଇଥିବା ନେଇ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe