ଅମିରଖାନଙ୍କ ଅପକମିଙ୍ଗ୍ ଫିଲ୍ମ ଦଙ୍ଗଲ ରିଲିଜ ହେବାର ଆଉ ବାକି ଅଛି ଏକ ମାସ । ଆଉ ଏହାରି ଭିତରେ ଏଥିରେ ଅମିରଙ୍କ ଝିଅ ରୋଲ କରୁଥିବା ଗୀତା ଫୋଗଟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଗୀତା ନିଜ ବିବାହ ଠାରୁ ବେଶି ଖୁସି ଅଛନ୍ତି ଫିଲ୍ମରେ ଗୀତା ଫୋଗଟଙ୍କ ପିତା ସାଜିଥିବା ଆମିରଖାନଙ୍କ ଉପସ୍ଥିତିକୁ ନେଇ ।
ଆମିର ନିଜର ଏହି ଅନସ୍କ୍ରିନ୍ ଝିଅର ବିବାହରେ ଉପସ୍ଥିତ ରହିବା ପାଇଁ ସଂକେତ ଦେଇଛନ୍ତି । ଫିଲ୍ମ ନିର୍ଦ୍ଦେଶକ ନିତେଶ ତିୱାରିଙ୍କ ସହ ଆମିର ଗୀତାଙ୍କ ବିବାହ ଉତ୍ସବରେ ଯୋଗଦେବେ । ଗୀତାଙ୍କ ବାହାଘର ଚରଖି ଦାଦରୀରେ ୨୦ ନଭେମ୍ବରରେ ହେବାକୁ ଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/aamir.png)