ବଲିଉଡ୍ ସିନେମା ‘ଦଂଗଲ’ର ସଫଳତାକୁ ଅତ୍ୟନ୍ତ ଧୁମ୍ ଧାମରେ ପାଳନ କରିବା ପାଇଁ ଅମିର ଖାନ୍ ଓ ସିଦ୍ଧାର୍ଥ ରୟ କପୁର୍ ଏକ ପାର୍ଟି ଦେବାକୁ ଯାଉଛନ୍ତି । ଏହି ଉତ୍ସବରେ ବଲିଉଡର ଅନେକ ନାମୀଦାମୀ କଳାକାର ଯୋଗ ଦେବେ । ଏହି ସିନେମାଟି ଭାରତୀୟ ବକ୍ସଅଫିସରେ ୩୮୫ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି ।
ଅମିର ଖାନ୍ ସିନେମା ‘ଦଂଗଲ୍’ ସହ ସିନେମା ‘ପିକେ’ର ସଫଳତା ପାଇଁ ମଧ୍ୟ ପାର୍ଟି ଦେବାକୁ ଚାହୁଁଥିବା ନେଇ ପ୍ରକାଶ କରିଛନ୍ତି । ତେବେ ସିନେମା ଦୁଇଟିକୁ ମିଳିଥିବା ସକାରତ୍ମକ ପ୍ରୋତ୍ସାହନକୁ ନେଇ ଏହି ସିନେମାଗୁଡିକର ନିର୍ମାତାମାନେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/aamir-khan.jpg)