କନକ ବ୍ୟୁରୋ : ନ୍ୟାୟ ଦାବିରେ ବଢ଼ିବାରେ ଲାଗିଛି ପ୍ରତିବାଦର ସ୍ବର ।ଡାକ୍ତରଙ୍କ ସହ ରାଜନେତା ଦଳ ବି ପ୍ରଦର୍ଶନ କରୁଛନ୍ତି ।ଏହା ଭିତରେ ଆଜି କୋଲକାତାର ପୂର୍ବତନ ଖେଳାଳୀ ଆନ୍ଦୋଳନ କରି ନ୍ୟାୟ ଦାବି କରିଛନ୍ତି ।ଏଥିସହ ସିଲିଗୁଡିରେ ଏବିଭିପି ମଧ୍ୟ ଜୋରଦାର ବିକ୍ଷୋଭ କରିଛି
ଦୁଷ୍କର୍ମ ହତ୍ୟା ମାମଲାରେ ଉଠୁଛି ପଡୁଛି କୋଲକତା । ଡାକ୍ତରଙ୍କ ସହ ଆମ୍ ଆଦମୀ ପାର୍ଟି ଓ ପୂର୍ବତନ କ୍ରୀଡାବିତଙ୍କ ବିକ୍ଷୋଭ
/kanak/media/post_attachments/wp-content/uploads/2024/08/2-45.jpg)