ଆଳି : ଆଳି ପତ୍ରପୁର ସେବା ସମବାୟ ସମିତି ମିନି ବ୍ୟାଙ୍କରୁ ଲୁଟ । ୨ ଲକ୍ଷ ୩୦ ହଜାର ଟଙ୍କା ଲୁଟିନେଲେ ଦୃର୍ବୁତ । ସୁରକ୍ଷାକର୍ମୀଙ୍କୁ ବନ୍ଧୁକ ଦେଖାଇ ଗ୍ରୀଲ ଓ ଲକର ଭାଙ୍ଗିକି ଦୃର୍ବତ ଏହି ଲୁଟ କରିଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us