କିଶୋର ନଗର ଥାନା ପରିସରରେ ଅଘଟଣ : ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ଅଜଣା ବ୍ୟକ୍ତି

କିଶୋର ନଗର ଥାନା ପରିସରରେ ଅଘଟଣ : ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ଅଜଣା ବ୍ୟକ୍ତି

କନକ ବ୍ୟୁରୋ : କଟକ କିଶୋର ନଗର ଥାନା ପରିସରରେ ଅଘଟଣା । ଜଣେ ଅଜଣା ବ୍ୟକ୍ତି ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସ୍ଥାନୀୟ ଲୋକେ ଓ ପୋଲିସ ସହାୟତାରେ ତାଙ୍କୁ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ତେବେ କାହିଁକି ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାର କାରଣ ଜଣାପଡ଼ିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe