ଭୁବନେଶ୍ୱର ନାଲକୋ ଛକରେ ରାତି ଅଧରେ ମର୍ମନ୍ତୁଦ ଦୁର୍ଘଟଣା : କାର କାର ମଧ୍ୟରେ ମୁହାଁମୁହିଁ ଧକ୍କା, ୪ ମୃତ; ୨ ଗୁରୁତର, ପୁଲିସର ଛାନଭିନ

Advertisment
ଭୁବନେଶ୍ୱର ନାଲକୋ ଛକରେ ରାତି ଅଧରେ ମର୍ମନ୍ତୁଦ ଦୁର୍ଘଟଣା : କାର କାର ମଧ୍ୟରେ ମୁହାଁମୁହିଁ ଧକ୍କା, ୪ ମୃତ; ୨ ଗୁରୁତର, ପୁଲିସର ଛାନଭିନ

କନକ ବ୍ୟୁରୋ : ଭୁବନେଶ୍ୱର ଅଧରାତିରେ ର୍ମମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି । ଦୁଇଟି କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ୨ ଜଣ ଗୁରୁତରଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ଦ୍ରୁତଗତିରେ କାର ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଛି ।publive-image

ପୁଲିସ ୨ଟି କାର ଜବତ କରିଛି, ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଅନ୍ୟପଟେ ସିସିଟିଭି ଫୁଟେଜ ଆଧାରରେ ଚନ୍ଦ୍ରଶେଖରପୁର ପୁଲିସ ଛାନଭିନ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe