କନକ ବ୍ୟୁରୋ : ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ କୋଟିଆ ଗଲା କଂଗ୍ରେସ ପ୍ରତିନିଧି ଦଳ । ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ କୋଟିଆ ଗସ୍ତ କରିଛନ୍ତି । କୋଟିଆର ସ୍ଥିତି ଆକଳନ କରିବା ସହ ଆନ୍ଧ୍ର ଦାଦାଗିରିକୁ ନିକଟରୁ ପରଖିବେ କଂଗ୍ରେସ ଦଳ । ଯାହାକୁ ଆଧାର କରି ରାଜ୍ୟ ସରକାରଙ୍କୁ ଅବଗତ କରାଇବା ସହ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବେ । ବିରୋଧୀ ଦଳର ଭୂମିକା ଗ୍ରହଣ କରିବେ ବୋଲି ଦଳର ନେତା ପ୍ରଦୀପ ମାଝୀ କହିଥିବା ବେଳେ କୋଟିଆର ଇତିହାସ ସମ୍ପର୍କରେ କଂଗ୍ରେସ କିଭଳି ଜଡ଼ିତ ତାହାକୁ ସୁଚାଇଛନ୍ତି ।
ପିସିସି ସଭାପତିଙ୍କ ନେତୃତ୍ୱରେ କୋଟିଆ ଗଲା କଂଗ୍ରେସ ପ୍ରତିନିଧି ଦଳ : ବିଜେପି ନେତା ଜୟରାମ ପାଙ୍ଗିଙ୍କ ଘରେ କଂଗ୍ରେସ ନେତାଙ୍କ ଉପସ୍ଥିତିକୁ ନେଇ ବଢ଼ିଲା ଚର୍ଚ୍ଚା
/kanak/media/post_attachments/wp-content/uploads/2021/03/vlcsnap-2021-03-10-14h11m34s066.png)