ପ୍ରଥମେ ଏହି ପରିବାରଙ୍କୁ ଖାଇବାକୁ ମିଳୁନଥିଲା ମୁଠାଏ ଦାନା, ଏବେ ଧୂପକାଠି ପ୍ରସ୍ତୁତ କରି ଜମା କରିଛନ୍ତି ୭ ଲକ୍ଷ ଟଙ୍କା ।

Advertisment
ପ୍ରଥମେ ଏହି ପରିବାରଙ୍କୁ ଖାଇବାକୁ ମିଳୁନଥିଲା ମୁଠାଏ ଦାନା, ଏବେ ଧୂପକାଠି ପ୍ରସ୍ତୁତ କରି ଜମା କରିଛନ୍ତି ୭ ଲକ୍ଷ ଟଙ୍କା ।

ଦିନଥିଲା ପରିବାର ଭରଣପୋଷଣ ପାଇଁ ଦୈନଦିନ ସଂର୍ଘଷ କରିବାକୁ ପଡୁଥିଲା। ଅ।ର୍ଥିକ ଅନାଟନ ଭିତରେ ଦୁଇ ଓଳି ଖାଇବାକୁ ମିଳୁନଥିଲା । ଏମିତିକି ପିଲାଙ୍କ ପାଠପଢାରେ ଡୋରିବ।ନ୍ଧିବାକୁ ବାଧ୍ୟ ହେଉଥିଲେ ଏମାନେ । କିନ୍ତୁ ନିପଟଗଁ।ରେ ବସବାସ କରୁଥିବା ମହିଳା ବାହାରିଲେ ପଦାକୁ । ୧୫ ଜଣମହିଳା ସଭ୍ୟାପିଚ୍ଚା ୨୦ ଟଙ୍କାରେ ଅ।ରମ୍ଭ କରିଥିଲେ ଜୟଦୁର୍ଗା ମହିଳାସମିତି। ମାତ୍ର ୩୦୦ ଟଙ୍କାରେ ଅ।ରମ୍ଭ ହୋଇଥିବା ଗୋଷ୍ଠୀ ଏବେ ୭ ଲକ୍ଷ ଟଙ୍କା ଗଚ୍ଚିତ ରଖି ଅନ୍ୟମାନଙ୍କ ପାଖରେ ପାଲଟିଛନ୍ତି ଉଦାହରଣ ।

ସୂଚନା ମୁତାବକ, ଏବେ ଏହି ଜୟଦୁର୍ଗା ମହିଳାସମିତି ଅ।ଉ ୧୫ ଜଣରେ ସିମିତ ରହିନାହିଁ କ୍ଲଷ୍ଟର ମାଧ୍ୟମରେ ଶତାଧିକ ମହିଳାଙ୍କୁ ସ୍ଵାବଲମ୍ଵୀ କରିପାରିଛି ଏହି ସମିତି । ତେବେ ଏହି କାହାଣୀ ହେଉଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବଳ ପୁରପଚଂ।ୟତର ।

publive-image

ସ୍ଵାବଲମ୍ଵିର ଵାଟ ଦେଖାଇଲା ମିଶନଶକ୍ତି । ସରକାର ମହିଳାଙ୍କ ନିମନ୍ତେ ଉଦ୍ଦିଷ୍ଟ ଏହି ଯୋଜନା ମାଧ୍ୟମରେ ଅ।ଜି ଉପକୃତ ହୋଇପାରିଛନ୍ତି ୧୦୦ରୁ ଉର୍ଦ୍ଦ ପରିବାର। ମାତ୍ର ୧୫ ଜଣଙ୍କୁ ନେଇ ୨୩୦୦ ଟଙ୍କାରେ ଅ।ରମ୍ଭ ହୋଇଥିଲା ଜୟଦୁର୍ଗା ମହିଳାସମିତି। ଗୋଷ୍ଠୀର ସଭାନେତ୍ରୀ ଓସଂ ପାଦିକାଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତେ ଥିଲେ ନିରକ୍ଷର। ପ୍ରଥମେ ପ୍ରଥମେ ଏହି ମହିଳା ମାନଙ୍କୁ ମଧ୍ୟ ପରିବାର ପକ୍ଷରୁ ବିରୋଧ କରାଯାଇଥିଲା । ଏପରିକି ତାତ୍ସଲ୍ୟ ମଧ୍ୟ କରାଯାଉଥିଲା । କିନ୍ତୁ ଦୃଢ ଇଚ୍ଚାଶକ୍ତି ଥିବା ଯୋଗୁଁ ମହିଳା ଗୋଷ୍ଠୀରୁହିଁ ଅ।ରମ୍ଭ ହୋଇଥିଲାପରି ବର୍ତ୍ତନରକାର୍ଯ୍ୟ । ଏହାପରେ ଅ।ଗକୁ ବାଟ ବଢିବାରେ ସାହାୟକ କଲେ ସରକାର । ସରକାରଙ୍କ ଦ୍ଵାରା ଏହି ଗ୍ରୁପକୁ ମାଇକ୍ରୋଫାଇନା୍ସ ଓଡ୍ରୋଜରୀସ୍କିମ ମାଧ୍ୟମରେ ଯୋଗାଇ ଦିଅ। ଯାଇଥିଲା ସର୍ଵମୋଟ ୨୫ ହଜାରଟଙ୍କା । ଗ୍ରାମ୍ୟ ସୂର୍ଣ୍ଣଜୟନ୍ତୀ ଯୋଜନାରେ ଅଢେଇଲକ୍ଷ ଟଙ୍କା ସହିତ କେନ୍ଦ୍ରସରକାରଙ୍କ ପକ୍ଷରୁ ଗୃହ ଯୋଗାଇ ଦିଅ। ଯାଇଛି। ଏହି ଟଙ୍କାରେ ମହିଳାମାନେ କତାରେ ବିଭିନ୍ନ କତାତିଅ।ରି ଜିନିଷ ସହିତ ଧୂପକାଠି ପ୍ରସ୍ତୁତ କରୁଛନ୍ତି। ୧୫ ଜଣରୁ ଅ।ରମ୍ଭ କରାଯାଇଥିବା ଏହି ମହିଳାସମିତି ଅନେକ ମହିଳା ସ୍ଵୟଂସହାୟକ ଗୋଷ୍ଠୀଙ୍କୁ ଏକତ୍ର କରି କ୍ଲଷ୍ଟର ମାଧ୍ୟମରେ କାର୍ଯ୍ୟ କରୁଛନ୍ତି।

publive-image

ସେପଟେ ଏହିକାର୍ଯ୍ୟ କରି ମହିଳାମାନେ ସ୍ଵାବଲମ୍ଵୀ ହୋଇପାରିଛନ୍ତି । ସରକାରଙ୍କ ପକ୍ଷରୁ ମାଗଣାରେ ଧୂପକାଠି ମେସିନ ଓ ଘରଯୋଗାଇ ଦିଅ।ଯାଇଛି । ପ୍ରତ୍ୟେକ ସଭ୍ୟା କାର୍ୟ୍ୟକରି ମାସିକ ୩ ହଜାରରୁ ଉର୍ଦ୍ଦ ଟଙ୍କା ନେଇ ପାରୁଥିବା ବେଳେ ଏଠାରେ ୧୫ ଟିସ ଵୟଂ ସହାୟକ ଗୋଷ୍ଠୀ ଏକତ୍ର ହୋଇ କ୍ଲଷ୍ଟରକରି କାର୍ଯ୍ୟ କରୁଛନ୍ତି ବୋଲି ଜୟଦୁର୍ଗା ମହିଳାସମିତି ସଭା ନେତ୍ରୀ କହିଥିବା ବେଳେ ଏହି ଜୟଦୁର୍ଗା ମହିଳା ସମିତି ଅ।ମ ଅଂଚଳରେ ଭଲକାମ କରି ନିଜକୁ ଅ।ଦର୍ଶ ମହିଳା ସମିତି ଭାବରେ ଗଢିତୋଳିବା ସହିତ ସରକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ସାହ।ର୍ୟ୍ୟ ସହଯୋଗ ଯୋଗ।ଇ ଦିଅ।ଯାଉଛି ବୋଲି ସତ୍ୟବାଦୀ ସିଡିପିଓ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe