କନକ ବ୍ୟୁରୋ: ଭୁବନେଶ୍ୱରରେ ଅଘଟଣ । ପାଣି ସୁଅରେ ଭାସିଯାଇ ଛାତ୍ର ନିଖୋଜ । ଛାତ୍ର ଜଣକ ଶିରିପୁର ଶତାବ୍ଦୀ ନଗର ବ୍ୟାଙ୍କ କଲୋନୀର । ପ୍ରବଳ ବର୍ଷା ପରେ ପାଣି ସୁଅରେ ପଡିଯିବାରୁ ଭାସିଗଲେ ଛାତ୍ର । ଖୋଜାଖୋଜି ଚାଲିଥିଲେ ବି ଏଯାଏଁ ଛାତ୍ରଙ୍କୁ ଠାବ କରାଯାଇପାରିନି । ଛାତ୍ରଙ୍କୁ ଠାବ କରିବାକୁ ପୋଲିସ ଓ ଅଗ୍ନିଶମବାହିନୀ ପ୍ରୟାସ ଜାରି ରଖିଛନ୍ତି ।
ରାଜଧାନୀରେ ଅଘଟଣ: ଡ୍ରେନ ପାଣିରେ ଭାସିଗଲେ ଛାତ୍ର
/kanak/media/post_attachments/wp-content/uploads/2021/09/4-34.jpg)