କଟକ ମହାନଦୀରେ ବୁଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ । ୩ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମବାହିନୀ ।

218

କନକ ବ୍ୟୁରୋ : ମହାନଦୀରେ ବୁଡ଼ି ଛାତ୍ର ମୃତ । କଟକ ମହାନଦୀରେ ବୁଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ନରାଜ ଡାକ ବଙ୍ଗଳା ନିକଟରେ ଘଟିଛି ଏହି ଅଘଟଣ । ଗାଧୋଇବାକୁ ଆସିଥିବା ବେଳେ ବୁଡ଼ିଯାଇଥିଲେ ୪ଜଣ ଛାତ୍ର । ତେବେ ୩ ଜଣ ଛାତ୍ରଙ୍କୁ ଉଦ୍ଧାର କରିଛି ଅଗ୍ନିଶମବାହିନୀ । କିନ୍ତୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି ।