କନକ ବ୍ୟୁରୋ : ମହାନଦୀରେ ବୁଡ଼ି ଛାତ୍ର ମୃତ । କଟକ ମହାନଦୀରେ ବୁଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ନରାଜ ଡାକ ବଙ୍ଗଳା ନିକଟରେ ଘଟିଛି ଏହି ଅଘଟଣ । ଗାଧୋଇବାକୁ ଆସିଥିବା ବେଳେ ବୁଡ଼ିଯାଇଥିଲେ ୪ଜଣ ଛାତ୍ର । ତେବେ ୩ ଜଣ ଛାତ୍ରଙ୍କୁ ଉଦ୍ଧାର କରିଛି ଅଗ୍ନିଶମବାହିନୀ । କିନ୍ତୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି ।
*କଟକ ମହାନଦୀରେ ବୁଡ଼ି ଜଣେ ଛାତ୍ର ମୃତ
*ନରାଜ ଡାକ ବଙ୍ଗଳା ନିକଟରେ ଅଘଟଣ
*ଗାଧୋଇବାକୁ ଆସିଥିବା ବେଳେ ବୁଡ଼ିଯାଇଥିଲେ ୪ଜଣ ଛାତ୍ର
*୩ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମବାହିନୀ
*ଜଣଙ୍କର ମୃତଦେହ ଉଦ୍ଧାର#Cuttack#Odishapic.twitter.com/WOrEXiyzk2— Kanak News (@kanak_news) March 29, 2022
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/03/38-9.jpg)