କନକ ବ୍ୟୁରୋ : କରୋନା କାଳର କରୁଣ ଦୃଶ୍ୟ । ଟୀକା ନେବା ପାଇଁ ବୁଢୀ ମା ଆଧାର କାର୍ଡ ନେବାକୁ ପୁଅ ଘରକୁ ଆସିଥିଲା ମାଆ । ହେଲେ ବୁଢୀ ମାଆକୁ ଘରୁ ବାହାର କରିଦେଇଛି ପୁଅ । ଘରେ ପ୍ରବେଶ କରିବାକୁ ଦେଉନି ପୁଅ କିଂବା ଆଧାର କାର୍ଡ ବି ଦେଉନି । ଶେଷରେ ନିରାଶ୍ରୟ ହୋଇ କୌଣସି ଉପାୟ ନପାଇ ମଂଚେଶ୍ୱର ଥାନା ଆଗରେ ବସିଛନ୍ତି ବୁଢୀ ମା' ଜଣକ । କୋରନା କାଳରେ ସାରା ଦେଶ ଅଦୃଶ୍ୟ ଭୂତାଣୁ ସହିତ ଲଢେଇ କରୁଥିବା ବେଳେ, ରାଜଧାନୀରୁ ଆସିଥିବା ଏହି ମାନବିକତା ବିହୀନ ଚିତ୍ର ସମସ୍ତଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଦେଇଛି ।
ଟିକା ନେବାକୁ ଆଧାର କାର୍ଡ ପାଇଁ ପୁଅ ଘରକୁ ଆସିଥିଲା ବୁଢୀ ମାଆ : ଆଧାର ଦେଲାନି କି ଘରେ ପଶିବାକୁ ଦେଲାନି ପୁଅ; ମଂଚେଶ୍ୱର ଥାନା ଆଗରେ ନ୍ୟାୟ ଆଶାରେ ବୃଦ୍ଧା
/kanak/media/post_attachments/wp-content/uploads/2021/05/ADHAR-CARD.jpg)