କନକ ବ୍ୟୁରୋ: କେନ୍ଦୁଝର ଜୁଡ଼ିଆ ସାମଲ ମୋଟର ସମ୍ମୁଖରେ ସିରିଜ୍ ଦୁର୍ଘଟଣା । ୨ଟି ଟ୍ରକ୍ ଓ ୩ଟି ବାଇକ୍କୁ ଧକ୍କା ଦେଲା ଆଉ ଏକ ଟ୍ରକ୍ । ଦୁର୍ଘଟଣାରେ ୩ଟି ବାଇକ୍ ଭାଙ୍ଗି ଚୁରମାର ହୋଇଯାଇଛି । ଏହା ସହ ତିନି ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।