କନକ ବ୍ୟୁରୋ: ଭୀମସାରରେ ଘଟିଛି ବିରଳ ଘଟଣା । ମହିଳାଙ୍କ ଶରୀରରେ ଦେଖାଦେଇଥିବା ରକ୍ତ କୌଣସି ଗ୍ରୁପର ନୁହେଁ । ପୂର୍ବରୁ ମହିଳାଙ୍କ ଶରୀରର ରକ୍ତ ଗ୍ରୁପ ବି ପଜିଟିଭି ଥିବାବେଳେ ବର୍ତ୍ତମାନ ତାହା କୌଣସି ଗ୍ରୁପ ସହ ମେଳ ଖାଉନଥିବା ଭୀମସାର ଆସିଷ୍ଟାଣ୍ଡ ପ୍ରଫେସର ଡାକ୍ତର ରାମଚନ୍ଦାନୀ କହିଛନ୍ତି ।
ଏହି ରୋଗ ଦ୍ୱାରା ଲୋହିତ ରକ୍ତ କଣିବା ଆପେ ଆପେ ନଷ୍ଟ ହୋଇଯାଏ । ଫଳରେ ଏହା କୌଣସି ଗ୍ରୁପ ବୋଲି ଜଣାପଡ଼େନାହିଁ । ଏହାକୁ ଅଟୋ ୟୁମିନ ହିମୋଲିଟିକ ଏମିନିଆ ରୋଗ ବୋଲି କୁହାଯାଉଥିବା ବେଳେ ପ୍ରାୟତଃ ୩୦ ଲକ୍ଷ ଲୋକଙ୍କ ମଧ୍ୟରେ ଜଣଙ୍କ କ୍ଷେତ୍ରରେ ଏହି ରୋଗ ଦେଖାଯାଏ । ବୁର୍ଲାରେ ଏହି ଘଟଣା ପ୍ରଥମ ବୋଲି ଜଣାପଡ଼ିଛି ।
ସମ୍ବଲପୁର ଭୀମସାରରେ ଦେଖାଗଲା ବିରଳ ଘଟଣା। କୌଣସି ରକ୍ତ ଗ୍ରୁପ ସହ ମ୍ୟାଚ କରୁନି ରୋଗୀଙ୍କ ରକ୍ତ ନମୁନା ।
/kanak/media/post_attachments/wp-content/uploads/2023/02/vlcsnap-2023-02-02-18h38m45s109.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)