କନକ ବ୍ୟୁରୋ: ପାରିବାରିକ କଳହର କରୁଣ ପରିଣତି । ଘର କଳି ଯୋଗୁଁ ଅବେଳରେ ଝଡି ପଡିଲା କଅଁଳ କଢି । ଦେଢ ବର୍ଷର ଶିଶୁ କନ୍ୟା ମାଆ ସହ ସବୁ ଦିନ ପାଇଁ ମୃତ୍ୟୁ ଶଯ୍ୟାରେ ଶୋଇଯାଇଛି । ମାଆ-ଝିଅଙ୍କ ମୃତଦେହ ଦୁଇଟି ଡାକ୍ତରଖାନାରେ ଥିବା ବେଳେ ଏହି ଘଟଣାକୁ ନେଇ ହତ୍ୟା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ବାପା ।
ଘର କଳିରେ ବଳି ପଡିଲା ଦେଢ ବର୍ଷର କୁନି ଝିଅ। ବିଷ କ୍ରିୟା ଯୋଗୁଁ ମାଆ ଓ କୁନି ଝିଅର ମୃତ୍ୟୁ
/kanak/media/post_attachments/wp-content/uploads/2023/06/27-14.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)