କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲା ବୁର୍ଲା ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଏଠାରେ ଚାନ୍ଦା ପାଇଁ ଗଣ୍ଡଗୋଳ ଲାଗି ଜଣେ ଲୋକର ମୃତ୍ୟୁ ହୋଇଛି । ଏହାସହ ୩ଜଣ ଆହତ ହୋଇଥିବା ଜଣାପଡିଛି । ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ କରାଯାଇଛି ।
ସେପଟେ ଗଣ୍ଡଗୋଳରେ ସାମିଲ ଥିବା ଲୋକମାନେ ଦୁଇଟି ମୋଟରସାଇକେଲ ପୋଡି ଦେଇଛନ୍ତି ।