କନକ ବ୍ୟୁରୋ: ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଉଦ୍ଧାର ପରେ ନାବାଳକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୟୁନିଟ-୩ ମସଜିଦ ପାଖରୁ ଭାସିଯାଇଥିବା ନାବାଳକ ଭାସିଯାଇଥିବା ସୂଚନା ମିଳିଥିଲା । ଲକ୍ଷ୍ମୀ ସାଗର ପର୍ଯ୍ୟନ୍ତ ଖୋଜାଖୋଜି କରୁଥିଲେ ପରିବାର ଲୋକ । ଘଟଣାସ୍ଥଳରେ ରେସ୍କ୍ୟୁ ଟିମ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ । ପରେ ଓସ୍କାର ସିଟି ପାଖରୁ ନାବାଳକୁ ଉଦ୍ଧାର କରାଯାଇଛି ।
ଡ୍ରେନରେ ଭାସି ଯାଇଥିବା ନାବାଳକ ଉଦ୍ଧାର: କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
/kanak/media/post_attachments/wp-content/uploads/2024/06/5-30.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)