କନକ ବ୍ୟୁରୋ : ପାହାଡ ଉପରୁ ଖସିଲା ମୃତ୍ୟୁର ପଥର । ନିମିଶକରେ ଚାଲିଗଲା ଜୀବନ । ନାଗାଲାଣ୍ଡରେ ଏପରି ଘଟଣା ଦେଖିବାକୁ ମିଳିଛି । ରାସ୍ତାରେ କାର ଛିଡା ହୋଇଥିଲା । ହଠାତ୍ ପାହାଡ ଉପରୁ ଖସିଲା ପଥର । ତିନି ସେକେଣ୍ଡରେ ଚୁରମାର ହୋଇଗଲା ୨ଟି କାର । ଘଟଣାସ୍ଥଳରେ କାରରେ ଥିବା ୨ ଜଣଙ୍କ ମୃତ୍ୟୁ ହୋଇଗଲା । ଆଉ ତିନି ଜଣ ଗୁରୁତର ଆହତ ହୋଇଛନ୍ତି ।
ପାହାଡ ଉପରୁ ଖସିଲା ପଥର : ତିନି ସେକେଣ୍ଡରେ ଚୁରମାର ହୋଇଗଲା ୨ଟି କାର; ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ, ୩ ଗୁରୁତର ଆହତ
/kanak/media/post_attachments/wp-content/uploads/2023/07/2-10.jpg)