କନକ ବ୍ୟୁରୋ: ରାଜଧାନୀରେ ବଡ ଧରଣର କାର ଦୁର୍ଘଟଣା। ରେଳ ସଦନ ନିକଟରେ ଏହି ଦୁର୍ଘଟଣା ଘଟିଛି। କାରଟି ରେଳ ସଦନର ପାଚେରୀ ଭାଙ୍ଗି ରାସ୍ତା କଡ଼କୁ ଓଲଟି ପଡିଥିବା ଦେଖିବାକୁ ମିଳିଛି। ଗାଡିର ଏୟାର ବ୍ୟାଗ ବାହାରକୁ ବାହାରି ଆସିଛି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ପହଞ୍ଚି ଜିଆରପି ପୋଲିସ ତଦନ୍ତ ଆରମ୍ଭ କରିଛି।
ରାଜଧାନୀରେ ବଡ ଧରଣର କାର ଦୁର୍ଘଟଣା। ପାଚେରୀ ଭାଙ୍ଗି ରାସ୍ତା କଡ଼କୁ ଓଲଟି ପଡିଲା କାର୍ ।
Advertisment
Follow Us