ମେ’ ଦ୍ୱିତୀୟ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ୧୩ ତାରିଖରେ ନେଇପାରେ ବାତ୍ୟାର ରୂପ ।

Advertisment
କୁଆଡେ ଯାଉଛି ବାତ୍ୟା ୟାସ୍ ? ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ପରେ ଭାରତୀୟ ପାଣିପାଗ ବିଭାଗର ପୁର୍ବାନୁମାନ । ୨୬ ସନ୍ଧ୍ୟାରେ ପଶ୍ଚିମବଙ୍ଗ ଉତ୍ତର ଓଡିଶା ଓ ବାଂଲାଦେଶ ମଧ୍ୟ ଭାଗରେ ଲ୍ୟାଣ୍ଡଫଲ

କନକ ବ୍ୟୁରୋ: ମେ’ ଦ୍ୱିତୀୟ ସପ୍ତାହରେ ଦାନା ବାନ୍ଧିପାରେ ଲଘୁଚାପ । ଆମେରିକାର ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ମଡେଲ ଅନୁସାରେ ୧୦ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୧୨ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେଇପାରେ । ଆଉ ୧୩ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଓଡ଼ିଶା ଓ ପଶ୍ଚିମବଙ୍ଗରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା ରହିଛି । ତେବେ ଏ ନେଇ ଭାରତୀୟ ପାଣିପାଗ ବିଭାଗ କିଛି ଆକଳନ କରିନାହିଁ । ଗତ ବର୍ଷ ମେ’ ମାସ ୧୩ ତାରିଖରେ ଦକ୍ଷିଣ ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହୋଇଥିଲା, ଯାହା ୧୮ ତାରିଖରେ ବାତ୍ୟାର ରୂପ ନେଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe