ଭାରତରେ ଏବେ ଠାରୁ କୋଭିଡ ଟିକା ଦେବା ପାଇଁ ଚିଠି : ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଲେ ସମ ହସ୍ପିଟାଲର ବିଭାଗୀୟ ମୁଖ୍ୟ; କହିଲେ, ଟିକା ପାଇଁ ସରକାର ଦିଅନ୍ତୁ ଜରୁରୀକାଳୀନ ଅନୁମୋଦନ

Advertisment
ଭାରତରେ ଏବେ ଠାରୁ କୋଭିଡ ଟିକା ଦେବା ପାଇଁ ଚିଠି : ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଲେ ସମ ହସ୍ପିଟାଲର ବିଭାଗୀୟ ମୁଖ୍ୟ; କହିଲେ, ଟିକା ପାଇଁ ସରକାର ଦିଅନ୍ତୁ ଜରୁରୀକାଳୀନ ଅନୁମୋଦନ

କନକ ବ୍ୟୁରୋ : ଭାରତରେ ଏବେ ଠାରୁ କୋଭିଡ ଟିକା ଦେବା ପାଇଁ ଚିଠି । ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ସମ ହସ୍ପିଟାଲର ବିଭାଗୀୟ ମୁଖ୍ୟ । କହିଛନ୍ତି, ଟିକା ପାଇଁ ସରକାର ଦିଅନ୍ତୁ ଜରୁରୀକାଳୀନ ଅନୁମୋଦନ । ସେପଟେ ଗୃହ ବିଭାଗ ପାନେଲକୁ ଅନୁରୁପ ପରାମର୍ଶ ଦେଇଛନ୍ତି ଆଇସିଏମଆର ଓ ଏମସ ଅଧିକାରୀ । ଏବେ ଠାରୁ ଭାରତରେ କରୋନା ଟିକା ଦେବା ପ୍ରକ୍ରିୟା ଆରମ୍ଭ କରିଦେବା ଉଚିତ୍ । ଭାରତ ସରକାର ଟିକା ଦେବା ପାଇଁ ଜରୁରୀକାଳୀନ ଅନୁମୋଦନ ଦେବା ଆବଶ୍ୟକ । ଏଭଳି ମର୍ମରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ସମ୍ ହସ୍ପିଟାଲର ବିଭାଗୀୟ ମୁଖ୍ୟ ଡାକ୍ତର ମନୋଜ ସାହୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe