ଛତ୍ରବଜାର ଅର୍ଦ୍ଧନିର୍ମିତ ପୋଲ ନିକଟରୁ ଧସିଲା ମାଟି ଅତଡା । କିଛି ଲୋକ ଆହତ, ଉଦ୍ଧାର କାର୍ଯ୍ୟ ଜାରି

133

କନକ ବ୍ୟୁରୋ: କଟକ ଛତ୍ରବଜାର ଅର୍ଦ୍ଧନିର୍ମିତ ପୋଲ ନିକଟରୁ ଧସିଲା ମାଟି ଅତଡା । ପୋଲ ନିକଟରେ ଥିବା ପୁରୁଣା କାନ୍ଥ ଭୁଶୁଡିବା ସହ ମାଟି ଅତଡା ଧସି ପଡିଛି । ତେବେ ମାଟି ଅତଡା ଧସି ପଡିଥିବାରୁ କିଛି ଲୋକ ଆହତ ହୋଇଥିବା ସୂଚନା ରହିଛି । ତେବେ ଘଟଣା ସ୍ଥଳରେ ଏବେ ପୋଲିସ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।