କନକ ବ୍ୟୁରୋ: କଟକ ଛତ୍ରବଜାର ଅର୍ଦ୍ଧନିର୍ମିତ ପୋଲ ନିକଟରୁ ଧସିଲା ମାଟି ଅତଡା । ପୋଲ ନିକଟରେ ଥିବା ପୁରୁଣା କାନ୍ଥ ଭୁଶୁଡିବା ସହ ମାଟି ଅତଡା ଧସି ପଡିଛି । ତେବେ ମାଟି ଅତଡା ଧସି ପଡିଥିବାରୁ କିଛି ଲୋକ ଆହତ ହୋଇଥିବା ସୂଚନା ରହିଛି । ତେବେ ଘଟଣା ସ୍ଥଳରେ ଏବେ ପୋଲିସ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
କଟକ ଛତ୍ରବଜାର ଅର୍ଦ୍ଧନିର୍ମିତ ପୋଲ ନିକଟରୁ ଧସିଲା ମାଟି ଅତଡା
ମାଟି ଅତଡା ଖସି ପଡିବାରୁ କିଛି ଲୋକ ଆହତ ସୂଚନା
ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି#Cuttack#KanakNewspic.twitter.com/8FMXQ9V1SP— Kanak News (@kanak_news) March 9, 2022
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/03/vlcsnap-2022-03-09-19h24m02s1.png)