ରାଜସ୍ଥାନରେ ଚାଲିଛି ମିଳିତ ଯୁଦ୍ଧାଭ୍ୟାସ । ବିକାନେରରେ ଭାରତ-ଆମେରିକା ସେନାର ମିଳିତ ସମରାଭ୍ୟାସ ।  

98

କନକ ବ୍ୟୁରୋ : ରାଜସ୍ଥାନରେ ଚାଲିଛି ମିଳିତ ଯୁଦ୍ଧଭ୍ୟାସ । ବିକାନେର ମହାରାଜା ଫିଲ୍ଡ ଫାୟରିଂ ରେଂଜରେ ଚାଲିଛି ସମରଭ୍ୟାସ । ଭାରତ-ଆମେରିକା ସେନାର ମିଳିତ ଯୁଦ୍ଧଭ୍ୟାସ ଫେବ୍ରୃଆରୀ ୮ରୁ ଆରମ୍ଭ ହୋଇ ୨୧ ତାରରିଖ ପର୍ଯ୍ୟନ୍ତ ଚାଲିବ । ଆମେରିକା ସେନାର ପ୍ରାୟ ୨୭୦ଜଣ ଯବାନ ଏହି ମିଳିତ ଯୁଦ୍ଧଭ୍ୟ।।ସରେ ସାମିଲ ହୋଇଛନ୍ତି ।

ଆତଙ୍କବାଦ ବିରୋଧୀ ଅଭିିଯାନ ପାଇଁ ହାତ ମିଳାଇ ସମରଭ୍ୟାସ କରୁଛନ୍ତି ଆମେରିକା ଓ ଭାରତ । ଆମେରିକାର  ଦୁଇଟି ଇନଫେନଟ୍ରିଂ ବାଟାଲିୟନ, ୩ଟି ଇନଫେନଟ୍ରୀ ରେଜିମେଂଟ, ୨ଟି ଷ୍ଟ୍ରାଇକର ବ୍ରିଗେଡ କମ୍ବାଟ ଟିମର ଯବାନ ସାମିଲ ଅଛନ୍ତି । ସେହିପରି ଭାରତର ଲଢୁଆ ଯୁଦ୍ଧ ହେଲିକପ୍ଟର ରୁଦ୍ର, ଏମଆଇ-୧୭.ଚିନୁକ  ସହ ଅନ୍ୟାନ୍ୟ ଯୁଦ୍ଧ ବିମାନ ଏହି ସମରଭ୍ୟ।।ସରେ ସାମିଲ ଅଛନ୍ତି ।