କନକ ବ୍ୟୁରୋ : ରାଜସ୍ଥାନରେ ଚାଲିଛି ମିଳିତ ଯୁଦ୍ଧଭ୍ୟାସ । ବିକାନେର ମହାରାଜା ଫିଲ୍ଡ ଫାୟରିଂ ରେଂଜରେ ଚାଲିଛି ସମରଭ୍ୟାସ । ଭାରତ-ଆମେରିକା ସେନାର ମିଳିତ ଯୁଦ୍ଧଭ୍ୟାସ ଫେବ୍ରୃଆରୀ ୮ରୁ ଆରମ୍ଭ ହୋଇ ୨୧ ତାରରିଖ ପର୍ଯ୍ୟନ୍ତ ଚାଲିବ । ଆମେରିକା ସେନାର ପ୍ରାୟ ୨୭୦ଜଣ ଯବାନ ଏହି ମିଳିତ ଯୁଦ୍ଧଭ୍ୟ।।ସରେ ସାମିଲ ହୋଇଛନ୍ତି ।
ଆତଙ୍କବାଦ ବିରୋଧୀ ଅଭିିଯାନ ପାଇଁ ହାତ ମିଳାଇ ସମରଭ୍ୟାସ କରୁଛନ୍ତି ଆମେରିକା ଓ ଭାରତ । ଆମେରିକାର ଦୁଇଟି ଇନଫେନଟ୍ରିଂ ବାଟାଲିୟନ, ୩ଟି ଇନଫେନଟ୍ରୀ ରେଜିମେଂଟ, ୨ଟି ଷ୍ଟ୍ରାଇକର ବ୍ରିଗେଡ କମ୍ବାଟ ଟିମର ଯବାନ ସାମିଲ ଅଛନ୍ତି । ସେହିପରି ଭାରତର ଲଢୁଆ ଯୁଦ୍ଧ ହେଲିକପ୍ଟର ରୁଦ୍ର, ଏମଆଇ-୧୭.ଚିନୁକ ସହ ଅନ୍ୟାନ୍ୟ ଯୁଦ୍ଧ ବିମାନ ଏହି ସମରଭ୍ୟ।।ସରେ ସାମିଲ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/DQG8iXsVQAAMDec.jpg)