ସୁନ୍ଦରଗଡରେ ବିଜେପିର ବିଶାଳ ଜନସଭା ଆୟୋଜିତ,ବିଭିନ୍ନ ରାଜନୈତିକ ଦଳର କର୍ମୀ ବିଜେପିରେ ସାମିଲ ।

ସୁନ୍ଦରଗଡରେ ବିଜେପିର ବିଶାଳ ଜନସଭା ଆୟୋଜିତ,ବିଭିନ୍ନ ରାଜନୈତିକ ଦଳର କର୍ମୀ ବିଜେପିରେ ସାମିଲ ।

କନକବ୍ୟୁରୋ: ସୁନ୍ଦରଗଡରେ ଜୁଏଲ ଓ କୁସୁମଙ୍କ ଶକ୍ତି ପ୍ରଦର୍ଶନ । ସ୍ଥାନୀୟ ପୋଷ୍ଟ ଅଫିସ ଛକରୁ ଏକି ବିଶାଳ ରାଲିରେ ବାହାରି ଶଙ୍କରା ଗ୍ରାଉଣ୍ଡରେ ପହଚିଂବା ପରେ ସେଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିଥିଲେ ।

ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଚାଂୟତରୁ ବିଜେପି କର୍ମୀ ମାନେ ଏଥିରେ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳର କର୍ମୀ ବିଜେପିରେ ସାମିଲ ହୋଇଥିଲେ । ଏହି ମିଶ୍ରଣ ପର୍ବରେ ବହୁ ବିଜେପି ନେତା ସାମିଲ ଥିବାର ନଜର ଆସିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe